ଡିଜିଟାଲ ରୂପାନ୍ତରଣ ପାଇଁ ସେଲ୍ସଫୋର୍ସ ଏଜେଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ବାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି ଉତ୍କଳ ହସ୍ପିଟାଲ!
ଡିଜିଟାଲ ରୂପାନ୍ତରଣ ପାଇଁ ସେଲ୍ସଫୋର୍ସ ଏଜେଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ବାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି ଉତ୍କଳ ହସ୍ପିଟାଲ!

ଡିଜିଟାଲ ରୂପାନ୍ତରଣ ପାଇଁ ସେଲ୍ସଫୋର୍ସ ଏଜେଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ବାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି ଉତ୍କଳ ହସ୍ପିଟାଲ ।।
ରୋଗୀଙ୍କ ତଥ୍ୟକୁ ଏକତ୍ରିତ କରିବା, ପରିଚାଳନାକୁ ଶୃଙ୍ଖଳିତ କରିବା ଓ ଗ୍ରାହକଙ୍କ ଯୋଗଦାନ ଚଢାଇବା ପାଇଁ ଏହି ସହଲାଗିତା ଏକଂଟଫୋର୍ସ ଓ ସେଲ୍ସଫୋର୍ସ ହେଇଥ କ୍ଲାଉଡର ଉପଯୋଗ କରୁଛି ।
ଭୁବନେଶ୍ଵର, ୨୪ ଏପ୍ରିଲ ୨୦୨୫: ବିଶ୍ୱର ଏକ ନମ୍ବର ଏଆଇ ସିଆରଏମ', ସେଲ୍ସଫୋର୍ସ ଆଜି ଓଡିଶାର ଘରୋଇ କ୍ଷେତ୍ରର ସର୍ବବୃହତ ସ୍ୱତନ୍ତ୍ର ହସ୍ପିଟାଲ ଉତ୍କଳ ହସ୍ପିଟାଲ ସହ ସହଭାଗିତା ସମ୍ପର୍କରେ ଘୋଷଣା କରିଛି । ଏହି ସହଭାଗିତା ସହିତ ଉତ୍କଳ ହସ୍ପିଟାଲ ସେଲ୍ସଫୋର୍ସ ଏଜେ ଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି। ଏକେଟଫୋର୍ସି ଓ ସେଲ୍ସଫୋର୍ସ ହେଲ୍ଥ କ୍ଲାଉଡର କାର୍ଯ୍ୟକାରିତା ମାଧ୍ୟମରେ ଏହି ରଣନୈତିକ ସହଭାଗିତା ରୋଗୀମାନଙ୍କ ତଥ୍ୟକୁ ଏକତ୍ରିତ କରି, ପରିଚାଳନାକୁ ଶୃଙ୍ଖଳିତ କରି ଏବଂ ସେଲ୍ଫ-ସର୍ଭିସ କ୍ଷମତାଗୁଡିକ ସହ ରୋଗୀଙ୍କୁ ସଶକ୍ତ କରି ଡିଜିଟାଲ ରୂପାନ୍ତରଣକୁ ଆଗକୁ ବଢାଇବା ପାଇଁ ଲକ୍ଷ୍ୟ ରଖୁଛି, ଯାହା ଅଂଚଳରେ ସ୍ବାସ୍ଥ୍ୟସେବା ଉଦ୍ଭାବନ ପାଇଁ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛି ।
ଉତ୍କଳ ହସ୍ପିଟାଲ ରୋଗୀଙ୍କ ଯୋଗଦାନକୁ ଉନ୍ନତ କରିବା ଓ ପରିଚାଳନାଗୁଡିକୁ ଶୃଙ୍ଖଳିତ କରିବା ପାଇଁ ଏକେଟଫୋର୍ସ, ସେଲ୍ସଫୋର୍ସ ସେଡ୍ୟୁଲର ଓ ଏଆଇ ପରିଚାଳିତ ବାଗ୍ବଟ ସମେତ ସେଲ୍ସଫୋର୍ସ ଟୁଲଗୁଡିକର ଏକ ରେଞ୍ଜର ବ୍ୟବହାର କରିବ । ହସ୍ପିଟାଲ ଇନ୍ଫର୍ମେଶନ ମ୍ୟାନେଜମେଟ ସିଷ୍ଟମ (ଏଚଆଇଏଏସ), ଇଲେକ୍ଟ୍ରୋନିକ ମେଡିକାଲ ରେକର୍ଡ (ଇଏମଆର) ଓ ଏକ୍ସେଲ ଭଳି ଭିନ୍ନ ଭିନ୍ନ ସିଷ୍ଟମରୁ ରୋଗୀଙ୍କ ତଥ୍ୟକୁ ଏକ ସିଙ୍ଗଲ ୩୬୦ ଡିଗ୍ରୀ ଲ୍ୟୁରେ ଏକତ୍ରିତ କରି ହସ୍ପିଟାଲ ଏହାର କଲ ସଂଟର, ମେଡିସିନ ଅର୍ଜର ଓ ସେଲ୍ଫ-ସର୍ଭିସ ପୋର୍ଟାଲରେ ସୁଗମ ସହଯୋଗିତା ସୁନିଶ୍ଚିତ କରିପାରିବ । ଉତ୍କଳର କମ୍ପ୍ୟୁଟର ଟେଲିଫୋନି ଇଂଟିଗ୍ରେଶନ (ସିଟିଆଲ) ଟେଲିଫୋନି ସିଷ୍ଟମଗୁଡିକରେ ଗଭୀର ଏକତ୍ରୀକରଣ ସହିତ ସେକ୍ସଫୋର୍ସ ରିଅଲ-ଟାଇମ, ଅଟୋମେଟେଡ ସପୋର୍ଟକୁ ସକ୍ଷମ କରିବ, ମାନୁଆଲ ପ୍ରୋସେସଗୁଡିକ ଉପରେ ନିର୍ଭରଶୀଳତାକୁ ବହୁମାତ୍ରାରେ ହ୍ରାସ କରିବ ଏବଂ ସାମଗ୍ରିକ ରୋଗୀ ଅନୁଭୂତିକୁ ଉନ୍ନତ କରିବ ।
୧୫୦ଟି ଡେଡିକେଟେଡ କ୍ରିଟିକାଲ କେୟାର ବେଡ ସମେତ ୪୫୦ଟି ବେଡ୍ର କ୍ଷମତା ସହିତ ଉତ୍କଳ ହସ୍ପିଟାଲ ଲୋଗୀଙ୍କ ସେବାକୁ ଉନ୍ନତ କରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିଗୁଡିକୁ ଗ୍ରହଣ କରିବା କ୍ଷେତ୍ରରେ ଅଗ୍ରଗାମୀ ରହିଆସିଛି । ଷ୍ଟେଟ-ଅଫ-ଦ-ଆର୍ଟ ବ୍ୟାଥ ଲ୍ୟାବ ଓ କାର୍ଡିଆକ କ୍ରିଟିକାଲ କେୟାର ୟୁନିଗୁଡିକ ସହ ସୁସଜ୍ଜିତ ହସ୍ପିଟାଲର ଡିପାର୍ଟମେଟ ଅଫ କାର୍ଡିଆଳ ସାଇନ୍ସେସ ଟେକ୍ନୋଲୋଜି ଭିତିଭୂମିର ଅଗ୍ରଗତି ପାଇଁ ଏହାର ପ୍ରତିଶ୍ରୁତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଏକଂଟଫୋର୍ସ ଦ୍ବାରା ପରିଚାଳିତ ସେଲ୍ସଫୋର୍ସର ଆଜ୍ଲାତ୍ମକ ଏଆଇ ଓ ଆନାଲିଟିକ୍ସ କ୍ଷମତାଗୁଡିକ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ ଆନୁମାନିକ ତଥ୍ୟ ଓ ଅଟୋମେଶନ ପ୍ରଦାନ କରିବ ।
ଏହି କାର୍ଯ୍ୟକାରିତାକୁ ସେଲ୍ସଫୋର୍ସ କନ୍ସଲ୍ଟିଙ୍ଗ ପାର୍ଟନର, କୋସର ସଫ୍ଟୱେୟାର ସଲ୍ୟୁସନ୍ ପାଇଲେଟ ଲିମିଟେଡ ସହ ସହଭାଗିତାରେ ଆଗକୁ ପରିଚାଳନା କରାଯିବ ଏବଂ ଏହା ଶକ୍ତିଶାଳୀ ଡିଜିଟାଲ ଇଂଟରାଜନକୁ ତ୍ବରାନ୍ବିତ କରିବା ପାଇଁ ବ୍ୟବସାୟ ବିଶ୍ଲେଷଣ ।।
What's Your Reaction?






