Pulze N Xpression (PNX Dance & Activity Studio) ବାର୍ଷିକ ରିପୋର୍ଟ ସାରାଂଶ (ଅପ୍ରେଲ୍ 2024 – ମାର୍ଚ୍ଚ 2025)

Pulze N Xpression (PNX Dance & Activity Studio) ବାର୍ଷିକ ରିପୋର୍ଟ ସାରାଂଶ (ଅପ୍ରେଲ୍ 2024 – ମାର୍ଚ୍ଚ 2025)

Apr 25, 2025 - 03:10
 0  20
Pulze N Xpression (PNX Dance & Activity Studio) ବାର୍ଷିକ ରିପୋର୍ଟ ସାରାଂଶ (ଅପ୍ରେଲ୍ 2024 – ମାର୍ଚ୍ଚ 2025)

Pulze N Xpression (PNX Dance & Activity Studio)
ବାର୍ଷିକ ରିପୋର୍ଟ ସାରାଂଶ (ଅପ୍ରେଲ୍ 2024 – ମାର୍ଚ୍ଚ 2025)
ସ୍ଥାପନା: 2013
ସ୍ଥାନ: ଝାରପଡ଼ା (Main Studio), ସହିଦ ନଗର (Studio 2.0), ବିଜେବି ନଗର (Studio 3.0)
Founder: ଇଂ. ଅମୀତ କୁମାର ପାତ୍ର
Chairperson: ସମ୍ମାନନୀୟ ସନ୍ଧ୍ୟାରାଣୀ ପାତ୍ର
YouTube Channel: Mr Xpression
INSTAGRAM ID: pnx_danceandactivitystudio 
ମୂଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ:
* ନୃତ୍ୟ, କଳା ଓ କ୍ରିୟାକଳାପ ମାଧ୍ୟମରେ ସୃଜନଶୀଳତା ଓ ଅଭିବ୍ୟକ୍ତିକୁ ଉତ୍ସାହିତ କରିବା
* ସ୍ୱସ୍ଥ, ସୁରକ୍ଷିତ ଓ ସାର୍ଥକ ପରିବେଶ ତିଆରି କରିବା
* ଶାରୀରିକ ଓ ମାନସିକ ବିକାଶରେ ଗୁରୁତ୍ୱ ଦେଇ ଦୈନିକ ଅଭ୍ୟାସ ଉପରେ ଝୋର ଦେବା
* ନିୟମିତ ଅନୁଶିଳନ ମାଧ୍ୟମରେ ଦକ୍ଷତା ଓ ଶିସ୍ୟତା ବିକାଶ କରିବା
* ଦଳୀୟ ମନୋଭାବ, ସାମାଜିକ ଦକ୍ଷତା ଓ ନେତୃତ୍ୱ ଗୁଣ ବୃଦ୍ଧି
* ନୂଆ ନୂଆ ନୃତ୍ୟ ଶୈଳୀ ଓ କଳାରେ ପରିଚୟ
* ସମସ୍ତ ବୟସ ଗୋଷ୍ଠୀ ପାଇଁ ଯୋଗ୍ୟ ପାଠ୍ୟକ୍ରମ
* ମଞ୍ଚରେ ଆତ୍ମବିଶ୍ୱାସ ବଢ଼ାଇ ଦେବା ପ୍ରସ୍ତୁତି
ବର୍ତ୍ତମାନର ଉପଲବ୍ଧି:
* 200+ ଶିକ୍ଷାର୍ଥୀ
* DAV, DPS, Loyola, Sai International, Firtcry Intellitots , kidzz, Happy Hours ଭଳି ଶିକ୍ଷାପ୍ରତିଷ୍ଠାନ ସହ ଏସୋସିଏସନ୍
* ଅନେକ ସୀଜନାଲ୍ ଓ ୱର୍କଶପ୍‌
* ଅନେକ ଶିଶୁ, ବୟସ୍କ ବ୍ୟାଚ୍‌ ବିକାଶ
* ଅନେକ ସ୍କୁଲ ଓ ପ୍ରି-ସ୍କୁଲ ସହଯୋଗ
* କ୍ରିଏଟିଭ୍ ଡେ ଆଉଟ୍, ଫରେଷ୍ଟ ପାର୍କ ପ୍ରୋଗ୍ରାମ୍
* ବ୍ୟସ୍କ ମହିଳାଙ୍କ ପାଇଁ ୱେଲ୍ନେସ୍ ବ୍ୟାଚ୍
* ସମ୍ପ୍ରଦାୟ ଉଉନ୍ନତି ପାଇଁ ଓପେନ୍ ଇଭେଣ୍ଟ ଓ ପାରେଣ୍ଟ ଇନଭଲ୍ଭମେଣ୍ଟ
ଭବିଷ୍ୟତ ଯୋଜନା (2025–2026):
* ନୂଆ ବ୍ରାଞ୍ଚ ଖୋଲିବା
* ଅନଲାଇନ୍ ଓ ହାଇବ୍ରିଡ୍ କ୍ଲାସ୍ ଆରମ୍ଭ କରିବା
* କଥକ୍, ଓଡିଶୀ, ଚେସ୍ କ୍ଲାସ୍ ସ୍ଥାପନ
* ସମର ଟ୍ୟାଲେଣ୍ଟ ଫେସ୍ଟ୍ ଓ ଇଣ୍ଟର୍ ସ୍କୁଲ ପ୍ରଦର୍ଶନ
* ଅଧିକ ପ୍ରିସ୍କୁଲ୍ ଓ ସ୍କୁଲ ସହ ଯୋଗଯୋଗ ବଢ଼ାଇବା
Pulze N Xpression – ଏକ କେବଳ ଷ୍ଟୁଡିଓ ନୁହେଁ, ଏହା ଏକ ଆନ୍ଦୋଳନ!

What's Your Reaction?

like

dislike

love

funny

angry

sad

wow

Rudra Prasad Panda Editor-In-chief, Odia State News Bhubaneswar