ପ୍ରଗତିବାଦୀ’ର ଜନ୍ମଦିନରେ ସାରସ୍ବତ ସମାରୋହ ସମାଜକୁ ପ୍ରଭାବିତ କରିବା ଲେଖକୀୟ ସଫଳତା!

ପ୍ରଗତିବାଦୀ’ର ଜନ୍ମଦିନରେ ସାରସ୍ବତ ସମାରୋହ ସମାଜକୁ ପ୍ରଭାବିତ କରିବା ଲେଖକୀୟ ସଫଳତା!

May 3, 2025 - 01:56
May 3, 2025 - 01:56
 0  10
ପ୍ରଗତିବାଦୀ’ର ଜନ୍ମଦିନରେ ସାରସ୍ବତ ସମାରୋହ ସମାଜକୁ ପ୍ରଭାବିତ କରିବା ଲେଖକୀୟ ସଫଳତା!

ଭୁବନେଶ୍ବର,ତା୨ା୫(ପିଏନଏସ) ସାହିତ୍ୟ ସବୁବେଳେ ସମାଜରେ ପରିବର୍ତ୍ତନ ଆଣିଥାଏ  ସାହିତ୍ୟ ସମାଜକୁ ବାଟ େଦଖାଏ ପ୍ରତ୍ୟେକ େଲଖକ ଓ କବିଙ୍କର ସାରସ୍ବତ ସୃଷ୍ଟି ସମାଜ ପାଇଁ ଦିଗବାରେଣୀ ଭଳି ମାର୍ଗ ଦର୍ଶକ ହୋଇଥାଏ

 ଯେତେବେଳେ ସମାଜ କୌଣସି େଲଖାରେ ପ୍ରଭାବିତ ହୁଏ େସତେବେଳେ ତାହାକୁ ହିଁ ଲେଖକୀୟ ସଫଳତା େବାଲି କୁହାଯାଏ ମଇ ପହିଲାରେ ‘ପ୍ରଗତିବାଦୀ’ର ଜନ୍ମଦିନରେ ଆୟୋଜିତ ସାରସ୍ବତ ସମାରୋହରେ ବହୁ ବିଶିଷ୍ଟ ଅତିଥÒ ଉପରୋକ୍ତ ମତ ପ୍ରକାଶ କରିଛନ୍ତି୤ ପ୍ରଗତିବାଦୀର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ପ୍ରତିଷ୍ଠା ଦିବସ ସମାରୋହ ଆୟୋଜିତ େହାଇଥÒଲା ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥÒଲା


ପୂର୍ବାହ୍ନରେ ସାରା ଓଡିଶାରୁ ଆସିଥÒବା ପ୍ରଗତିବାଦୀ ପ୍ରତିନିଧÒମାନଙ୍କର ଏକ ଭେଟଭାଟ ହୋଇଥÒବା େବଳେ ଅପରାହ୍ନରେ କବିତା ପାଠୋତ୍ସବ , ସାହିତ୍ୟ ଚର୍ଚ୍ଚା, ପୁସ୍ତକ ଉନ୍ମୋଚନ ଓ ସାରସ୍ବତ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥÒଲା୤ ରାଜ୍ୟର ସବୁ ଅଞ୍ଚଳରୁ ସାହିତ୍ୟିକ , ସାମ୍ବାଦିକ, କବି, େଲଖକ, ବିତରକ ଓ ପାଠକ ଯୋଗଦେଇଥÒଲେ

 ପ୍ରତ୍ୟେକ ବର୍ଷ ମଇ ପହିଲାରେ ପ୍ରଗତିବାଦୀ ତାର ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କଲାବେଳେ ଏହି ଦିନଟିକୁ କବି ଓ ଲେଖକ , ବିତରକ, ପାଠକ ଏବଂ ସାମ୍ବାଦିକଙ୍କ ପ୍ରତି ସମର୍ପିତ କରିଥାଏ୤ ଚଳିତ ଥର ପ୍ରଗତିବାଦୀର ଏହି ସାରସ୍ବତ ସମାରୋହକୁ

What's Your Reaction?

like

dislike

love

funny

angry

sad

wow

Rudra Prasad Panda Editor-In-chief, Odia State News Bhubaneswar